ହର୍ମୁଜ୍ ଦେଇ ଦୁଇ ଭାରତୀୟ ଏଲ୍‌ପିଜି ଜାହାଜକୁ ଇରାନ ଦେଲା ଗୁପ୍ତ ପଥ

ହର୍ମୁଜ୍ ପ୍ରଣାଳୀ ଦେଇ ଆଉ ଦୁଇଟି ଏଲ୍‌ପିଜି ବହନକାରୀ ଭାରତୀୟ ଜାହାଜ ଭାରତକୁ ଆସୁଛି। ଡାମିଏନ୍ ସାଇମନ୍ ସୋମବାର ହର୍ମୁଜ୍ ଜାରି ରହିଥିବା କାର୍ଯ୍ୟକଳାପ ଆଧାରରେ ଏହା…