ସୁବାସଙ୍କ ବିରୋଧରେ ଅନାସ୍ଥା ଆଣିବେ ପ୍ରଭାତ !

ରାଜ୍ୟସଭା ନିର୍ବାଚନ ସରି ଯାଇଛି। ହେଲେ ଏଥିରୁ ଉଠିଥିବା ଧୂଆଁ ଥମିବାର ନାଁ ନେଉନି। ନିର୍ବାଚନ ପୂର୍ବରୁ ପ୍ରଥମେ ବାପା ପ୍ରଭାତ ବିଶ୍ଵାଳ ବିଜେଡିରୁ ବହିଷ୍କୃତ ହୋଇଥିଲେ।…