ସେବା ଓ ଶିକ୍ଷା ବିକାଶ ପାଇଁ ଯୁବପିଢିଙ୍କ ପାଇଁ ପ୍ରେରଣା : ବିଶିଷ୍ଟ ସମାଜସେବୀ କାବ୍ୟା ପ୍ରିୟାଙ୍କୁ ମିଳିଲା ପିଏଚ୍ଡି ଡିଗ୍ରୀ
ବିଶିଷ୍ଟ ସମାଜସେବୀ କାବ୍ୟା ପ୍ରିୟା ଧଳ ଓଡ଼ିଶାର ଏକ ଘରୋଇ ବିଶ୍ୱବିଦ୍ୟାଳୟର ପରିଚାଳନା ବିଭାଗରୁ ଡକ୍ଟର ଅଫ୍ ଫିଲୋସଫି (ପିଏଚ୍ଡି) ଡିଗ୍ରୀ ହାସଲ କରିଛନ୍ତି। ତାଙ୍କର ଡକ୍ଟରାଲ୍…
