ଏସିଏଫ ସୌମ୍ୟରଂଜନ ମୃତ୍ୟୁ : ପୂର୍ବତନ ଡିଏଫଓ ଙ୍କ ଆତ୍ମସମର୍ପଣ

ବହୁଚର୍ଚ୍ଚିତ ସହକାରୀ ବନ ସଂରକ୍ଷକ (ଏସିଏଫ୍ )ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତତ୍କାଳୀନ ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ପାରଳାଖେମୁଣ୍ଡି ଜିଲ୍ଲା ଓ ଦୌରାଜଜ୍ ଅଦାଲତଙ୍କ…